News World Odisha
Current News Updates

କାଲିଠୁ ବିଧାନସଭାର ଶୀତ ଅଧିବେଶନ…

0 80

 

କାଲିଠାରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଏହା ପୂର୍ବରୁ ଆଜି ସନ୍ଧ୍ୟାରେ ବିଧାୟକ ଦଳର ବୈଠକ ବସୁଛି । ବିଜେଡି,ବିଜେପି ଓ କଂଗ୍ରେସ ଦଳ ନିଜ ନିଜ ବିଧାୟକଙ୍କୁ ଧରି ବୈଠକ କରିବେ । ଗୃହରେ ଦଳର ରଣନୀତି କଣ ରହିବ ସେ ସଂପର୍କରେ ନିଷ୍ପତ୍ତି ନିଆଯିବ ।

Get real time updates directly on you device, subscribe now.

Comments
Loading...