News World Odisha
Current News Updates

ବଳି ପଡ଼ିଲେ ମଧ୍ୟସ୍ଥି

0 166

Get real time updates directly on you device, subscribe now.

କଳି ସମାଧାନ ହେଲା କାଳ । ଦୁଇ ଜଣଙ୍କ କଳିକୁ ସମାଧାନ କରିବାକୁ ଆସି ବଳି ପଡିଲେ ସମାଧାନକାରୀ । ମୟୁରଭଞ୍ଜ ବାଦାମପାହାଡ ଥାନା ଅଙ୍ଗାରପଦା ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ସୂଚନା ମୁତାବକ ଇଶ୍ୱର ମୁର୍ମୁ ନାମକ ଜଣେ ବ୍ୟକ୍ତି ନିଜ ଘର ମାଲିକଙ୍କ ସହ ଝଗଡା ଲାଗୁଥିବା ବେଳେ ଗାଁର ଶିବ ହେମ୍ବ୍ରମ ମଧ୍ୟସ୍ଥି ହୋଇ ସମାଧାନ କରିବାକୁ ଆସିଥିଲେ । ତେବେ ମଧ୍ୟସ୍ତି  ଶିବଙ୍କୁ ମାଡ ମାରିବାରୁ  ଘଟଣାସ୍ଥଳରେ ସେ ଟଳି ପଡିଥିଲେ । ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲ ନିଆ ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।

Get real time updates directly on you device, subscribe now.

Comments
Loading...