News World Odisha
Current News Updates

ଗଣମାଧ୍ୟମକୁ ଲାଲବାହିନୀର ଚିଠି

0 59

ପୋଲିସ ଏନକାଉଣ୍ଟରରେ ଭୟଭୀତ ହେଲେଣି ଲାଲବାହିନୀ । ତେବେ ଏହି ଏନକାଉଣ୍ଟରକୁ ପ୍ରତିବାଦ କରି ଲାଲବାହିନୀର ବନ୍ଦ ଡାକରା । ଆଜି ମାଲାକାନଗିରି ବନ୍ଦ ଡାକରା ଦେଇଛି ଲାଲବାହିନୀ । ଗଣମାଧ୍ୟମକୁ ଏନେଇ ଚିଠି ଲେଖି ଜଣାଇଛି ଲାଲାବାହିନୀ । ଗତ ଅକ୍ଟୋବର ୧୨ ପଣସପୁଟ ଏନକାଉଣ୍ଟର ଓ ନଭେମ୍ବର ୫ ସୁନ୍ଦୁରପାଲି ଏନକାଉଣ୍ଟରକୁ ବିରୋଧ କରିଛି ଲାଲବାହିନୀ । ଆନ୍ଧ୍ର-ଓଡିଶା ବର୍ଡର ସ୍ପେଶାଲ ଜୋନାଲ କମିଟି ପକ୍ଷରୁ ଜାରି ଚିଠିରେ କେନ୍ଦ୍ର ସରକାରଙ୍କ ମାଓ ଦମନ ନୀତିକୁ  ତୀବ୍ର ବିରୋଧ କରାଯାଇଛି ।

Get real time updates directly on you device, subscribe now.

Comments
Loading...