News World Odisha
Current News Updates

ଜାଣନ୍ତୁ କେବେ କେଉଁ ଦିନ କେତେ ଜୀବନ ନେଇଛି ମହାନଦୀ

0 619

Get real time updates directly on you device, subscribe now.

କଟକର ବସ୍‌ ଦୁର୍ଘଟଣା ପରେ ସତେଜ ହୋଇଛି ରାଜ୍ୟରେ ପୂର୍ବରୁ ଘଟିଥିବା କିଛି ବଡ଼ ବସ୍‌ ଦୁର୍ଘଟଣା । ୫ ନଭେମ୍ବର ୧୯୯୮ରେ ‘କନକ ଦୁର୍ଗା ‘ ବସ୍‌ ଦୁର୍ଘଟଣା । କେନ୍ଦ୍ରାପଡ଼ା କୋରୁଆରୁ କଟକ ଆସୁଥିବା ବେଳେ ମହାନଦୀ ପୋଲ ତଳକୁ ଖସିପାଡ଼ିଥିଲା ବସ୍‌ । ଏଥିରେ ଯାଇଥିଲା ୪୭ ଜୀବନ । ୧୭ ଏପ୍ରିଲ ୨୦୧୬ରେ ‘ଜନ୍ନତ’ ବସ୍‌ ଦୁର୍ଘଟଣା । ଦେବଗଡ଼ ଗଇଲୋ  ଘାଟିରେ ବସ୍‌ ଦୁର୍ଘଟଣାରେ ଯାଇଥିଲା ନାଟଶ୍ରୀ ଭାରତୀ ଗଣନାଟ୍ୟର ୨୬ କଳାକାରଙ୍କ ଜୀବନ । ୯ ସେପେ୍ଟମ୍ବର ୨୦୧୬ରେ ‘ମହାରାଜା’ ବସ୍‌ ଦୁର୍ଘଟଣା । ୫୦ ଫୁଟ୍‌ ତଳକୁ ବସ୍‌ ଖସିବାରୁ ଯାଇଥିଲା ୧୯ ଜଣଙ୍କ ଜୀବନ ।

ତେବେ ପୁଣି ଗତକାଲି ସଂଧ୍ୟାରେ ଜଗନ୍ନାଥ ବସ ଦୁର୍ଘଟଣାରେ ଚାଲିଯାଇଛି 10ଜଣଙ୍କ ଜୀବନ ।

Get real time updates directly on you device, subscribe now.

Comments
Loading...