News World Odisha
Current News Updates

୨୮ରେ ଭୁବନେଶ୍ୱର ଆସିବେ ଅପରାଜିତା

0 223

Get real time updates directly on you device, subscribe now.

ଅପରାଜିତା ଷଡ଼ଙ୍ଗୀଙ୍କ ରାଜନୀତିରେ ଯୋଗ ଦେବା ପ୍ରସଙ୍ଗ ରେ ସୂଚନା ଦେଇଛନ୍ତି ଅପରାଜିତା । ୨୭ରେ ଦିଲ୍ଲୀ ବିଜେପି ହେଡକ୍ୱାର୍ଟରରେ ଦଳରେ ଯୋଗଦେବେ। ଏନେଇ ନ୍ୟୁଜ ଓ୍ଵାର୍ଲଡ ଓଡ଼ିଶାକୁ ଅପରାଜିତା ସୂଚନା ଦେଇଛନ୍ତି । ୨୮ରେ ଭୁବନେଶ୍ୱର ଆସିବେ ଅପରାଜିତା । ଭୁବନେଶ୍ୱର ଆସି ଆଉ ଦିଲ୍ଲୀ ନଯାଇ ଭୁବନେଶ୍ୱରରେ ରହି କାମ କରିବେ । ୨୭ କିମ୍ବା ୨୮ରେ ଖୁସିରେ ଗଣମାଧ୍ୟମକୁ ସମସ୍ତ ସୂଚନା ଦେବେ ବୋଲି କହିଛନ୍ତି। ସେ କେଉଁ ଆସନରୁ ପ୍ରାର୍ଥୀ ହେବେ ତାହା ହାଇକମାଣ୍ଡ ନିଷ୍ପତ୍ତି ନେବେ । ପୂର୍ବତନ IAS ଅଧିକାରୀ ଥିଲେ ଅପରାଜିତା ଷଡ଼ଙ୍ଗୀ ।

Get real time updates directly on you device, subscribe now.

Comments
Loading...