News World Odisha
Current News Updates

ବନ୍ଦ ହୋଇପାରେ ଏହି ସବୁ ସିମ୍ କାର୍ଡ

0 82

ଏୟାରଟେଲ, ଭୋଡାଫୋନ-ଆଇଡିଆ ମୋବାଇଲ ଗ୍ରାହକଙ୍କୁ ଝଟକା । ବନ୍ଦ ହୋଇପାରେ ସିମ୍ କାର୍ଡ । ସୂଚନା ମୁତାବକ, ଆଗାମୀ ୬ ମାସ ଭିତରେ ଦଶେର ଟଲେିକମ କଂପାନୀମାନଙ୍କର ବର୍ଦ୍ଧିତ ବଜାରକୁ ଏକ ଜୋରଦାର ଝଟକା ଲାଗିପାରେ । ଜାତୀୟ ଗଣମାଧ୍ୟମରେ ପ୍ରକାଶତ ଖବର ମୁତାବକ, ଆଗାମୀ ଦିନରେ  200 ମିଲିୟନ ୟୁଜର୍ସଙ୍କର ସିମକାର୍ଡ ବନ୍ଦ ହୋଇପାରେ । ଟେଲିକମ ଜଗତରେ ରିଲାଏନ୍ସ ଜିଓ ପାଦ ଦେବା ପରଠାରୁ ଲୋକେ ଅନ୍ୟ ସିମ୍ କାର୍ଡ ବ୍ୟବହାର କରିବା କମ କରିଦେଇଛନ୍ତି ।

ଆଗାମୀ ୬ ମାସ ମଧ୍ୟରେ ୟୁଜର୍ସଙ୍କର ସଂଖ୍ୟା ୨.୫ କୋଟିରୁ ୩ କୋଟି ର୍ପଯ୍ୟନ୍ତ ହ୍ରାସ ପାଇପାରେ । ସହେିପରି ଟେଲିକମ ସେକ୍ଟର ସହ ଜଡିତ ଅନ୍ୟ ବିଶେଷଜ୍ଞଙ୍କ ତରଫରୁ କୁହାଯାଇଛି କି, ଆଗାମୀ ୬ ମାସ ମଧ୍ୟରେ ୟୁଜର୍ସଙ୍କର ସଂଖ୍ୟା ସାଢେ ଚାରି କୋଟିରୁ ୬ କୋଟି ର୍ପଯ୍ୟନ୍ତ ହ୍ରାସ ପାଇପାରେ । ଜିଓ ପ୍ରତିଦ୍ୱନ୍ଦି କଂପାନୀ ତଥା ଏୟାରଟେଲ, ଭୋଡାଫୋନ-ଆଇଡିଆ ଭଳି କଂପାନୀ ମାନେ ବି ଜିଓ ଭଳି ଶସ୍ତା ପ୍ଲାନମାନ ଲଂଚ କରିଛନ୍ତି. ତଥାପି କମ୍ପାନିକୁ ଆବଶକୀୟ ଲାଭ ମିଳୁନଥିବାରୁ ଏବେ ସିମକାର୍ଡ ବନ୍ଦ ହୋଇପାରେ ।

ଟେଲିକମ ସେକ୍ଟର ସହ ଜଡିତ ବିଶଷେଜ୍ଞଙ୍କ ମତରେ, ଟଲେିକମ ଜଗତରେ ରିଲାଏନ୍ସ ଜିଓ ପାଦ ଦେବା ପରଠାରୁ ଲୋକେ ଡୁଆଲ ସିମ ବ୍ୟବହାର ଉପରେ ବେଶି ଗୁରୁତ୍ୱ ଦେଉଛନ୍ତି । । ଯେଉଁ କାରଣରୁ ୟୁଜର୍ସ ଦୁଇଟି କିମ୍ବା ୩ଟି ସିମ ରଖିବା ବଦଳରେ କବେଳ ଗୋଟିଏ ସିମ ବ୍ୟବହାର କରୁଛନ୍ତି । ଅନ୍ୟ ଅପରଟେର୍ସଙ୍କ ସିମକୁ ବନ୍ଦ କରି ରଖୁଛନ୍ତି ନଚତେ ତାକୁ ରିଚାର୍ଜ କରୁନାହାଁନ୍ତି ।

Get real time updates directly on you device, subscribe now.

Comments
Loading...