News World Odisha
Current News Updates

ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ

0 92

Get real time updates directly on you device, subscribe now.

 

ଆଜି ପବିତ୍ର କାର୍ତ୍ତିକ ମାସର ଶେଷ ଦିନ । କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ଅନୁଷ୍ଠିତ ହୋଇଛି  ସ୍ୱତନ୍ତ୍ର ନୀତିକାନ୍ତି । ମହାପ୍ରଭୂଙ୍କ ଅବକାଶ ନୀତି ପରେ ସୁନା ବେଶ ତଥା ରାଜ ରାଜେଶ୍ୱର ବେଶରେ ଦର୍ଶନ ଦେଇଛନ୍ତି ଶ୍ରୀଜିଉ ପୁଷ୍ପାଳକ ସେବକମାନେ ଶ୍ରୀଜିଉଙ୍କୁ ଏହି ବେଶରେ ସଜାଇବାର ରହିଛି ପରମ୍ପରା । ବହୁ ବିଧ ସୁନା ଅଳଙ୍କାରରେ ମହାପ୍ରଭୁ ସଜେଇ ହୋଇଛନ୍ତି । କାର୍ତ୍ତିକ ପୂର୍ଣ୍ଣମୀରେ ମହାପ୍ରଭୁଙ୍କ ଏହି ମନୋରମ ବେଶ ଦର୍ଶନ କରି ଅପାର ଆନନ୍ଦ ଲାଭ କରନ୍ତି ଶ୍ରଦ୍ଧାଳୁ । ସେଥିପାଇଁ ଶ୍ରୀମନ୍ଦିରରେ ପୂର୍ଣ୍ଣମୀ ଦିନ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।…

Get real time updates directly on you device, subscribe now.

Comments
Loading...