News World Odisha
Current News Updates

ଛାଡ଼ଖାଇ ପାଇଁ ଚଳଚଞ୍ଚଳ ଆମିଷ ହାଟ

ଛାଡଖାଇ ପାଇଁ ଚଳଚଞ୍ଚଳ ଆମିଷ ହାଟ

0 140

Get real time updates directly on you device, subscribe now.

ଆଜି ଛାଡ଼ଖାଇ । ଗତକାଲି କାର୍ତ୍ତିକ ପୂର୍ଣ୍ଣମୀ ସରିବା ପରେ ଆଜି ଛାଡଖାଇ ପାଳିବେ ଲୋକେ । ପବିତ୍ର କାର୍ତ୍ତିକ ମାସ ଚାଲିଥିବାରୁ ଲୋକମାନେ ଆମିଷ ଖାଉନଥିଲେ । ସେପଟେ ଛାଡ଼ଖାଇ ପାଇଁ ସହରର ବିଭିନ୍ନ ହୋଟେଲରେ ଆମିଷକୁ ନେଇ ବିଭିନ୍ନ ପ୍ରସ୍ତୁତି ହୋଇଛି । ଭୁବନେଶ୍ୱରର ବଡ ଆମିଷ ହାଟ କୁହାଯାଉଥିବା ୟୁନିଟି-୪ ମାକେର୍ଟରେ ଆମିଷ କିଣିବା ପାଇଁ ଲୋକମାନଙ୍କର ପ୍ରବଳ ଭିଡ ଦେଖାଦେଇଛି । ପାରାଦ୍ୱୀପ, ଗୋପାଳପୁର, ସାତପଡା,ଅସ୍ତରଙ୍ଗରୁ ବେପାରୀ ମାନେ ବିଭିନ୍ନ ସାମୁଦ୍ରୀକ ମାଛ ଓ କଙ୍କଡା ଆଣି ବିକ୍ରିକରି ଭଲ ଦିପଇସା ଲାଭ କରିବାର ଆଶା ବାନ୍ଧିଛନ୍ତି ।

Get real time updates directly on you device, subscribe now.

Comments
Loading...