News World Odisha
Current News Updates

ଜଳିଗଲା ଫସଲ

0 89

ଚାଷିଙ୍କୁ ମିଳିଲା ପୁଣି ଦୁଃଖ । ପରିଶ୍ରମର ଫଳ ପାଇଁ ଆଶା ରଖିଥିବା ଚାଷିଙ୍କ ମୁଣ୍ଡରେ ପଡିଛି ଚଡକ। ନିଆଁ ସବୁ ଆଶାକୁ କରିଦେଇଛି ଛାର ଖାର୍ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଘଟଗାଁ ବ୍ଲକ ନୁଦୁରପଡ଼ ଗାଁରେ । ନିଆଁ ଲାଗିଛି ଗାଁରେ ଏବଂ କରିଛି ଗାଁ ଲୋକଙ୍କ ଆଶାକୁ ଧୁଳିସାତ । ଅମଳ ପାଇଁ ରଖାଯାଇଥିବା ଧାନଗଦାରେ ନିଆଁ ଲାଗିବାରୁ ବ୍ୟାପକ କ୍ଷୟକ୍ଷତି । ଗ୍ରାମବାସୀ ମାନେ ନିଆଁକୁ ଆୟତ୍ତ କରିଥିବା ବେଳେ ନିଆଁ ପଛର କାରଣ ଜଣାପଡ଼ିନି । ତେବେ ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ସବୁ ଧାନ ନଷ୍ଟ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

Get real time updates directly on you device, subscribe now.

Comments
Loading...