News World Odisha
Current News Updates

ବାରବାଟୀ ପ୍ରସ୍ତୁତ

0 229

 

୨୮ତାରିଖ ଦିନ ବାରବାଟୀ ଷ୍ଟାଡିୟମରେ ଏ ଆର୍ ରେହମାନ୍‌ ନାଇଟ୍‌ ହେବାକୁ ଯାଉଛି । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ପ୍ରସିଦ୍ଧ ସଙ୍ଗୀତଜ୍ଞ ଏ ଆର୍‌ ରେହ୍‌ମାନଙ୍କ ଦ୍ୱାରା ହେବାକୁ ଥିବା ଏହି ଅନ୍ତର୍ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ଓଡ଼ିଆ ତଡ୍‌କା ମଧ୍ୟ ଦେଖିବାକୁ ମିଳିବ ।  ଓଡ଼ିଆ ସିନେ ଜଗତର ନାମୀଦାମୀ ତାରକା ଏହି କାର୍ଯ୍ୟକ୍ରମରେ ପରିବେଷଣ କରିବେ । ନାଚଗୀତ ଓ କମେଡି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ଝଲକ ଦେଖିବେ ଦର୍ଶକ ।

Get real time updates directly on you device, subscribe now.

Comments
Loading...