News World Odisha
Current News Updates

ତେଲ ଟ୍ୟାଙ୍କରରେ ନିଆଁ

  ସାଉଥ୍‌ ମୁମ୍ବାଇର ଓ୍ବାଡାଲା ଠାରେ ସୋମବାର ବିଳମ୍ବିତ ରାତିରେ ଏକ ତେଲ ଟ୍ୟାଙ୍କ୍‌ରେ ନିଆଁ ଲାଗିଯାଇଛି ।

0 153

Get real time updates directly on you device, subscribe now.

  ସାଉଥ୍‌ ମୁମ୍ବାଇର ଓ୍ବାଡାଲା ଠାରେ ସୋମବାର ବିଳମ୍ବିତ ରାତିରେ ଏକ ତେଲ ଟ୍ୟାଙ୍କ୍‌ରେ ନିଆଁ ଲାଗିଯାଇଛି । ବିସ୍ଫୋରଣ ଟି ବଡ ଧରଣର ହୋଇଥିବାର ବେଳେ ଏଥିରେ ଜଣଙ୍କ ମୃତ୍ୟୁ ହୋଇଛି ।

ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ କରିବା ସହ ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମୃତକ ଜଣେ ଟ୍ୟାଙ୍କ୍‌ର ଡ୍ରାଇଭର୍‌ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ଏକ ତେଲ ଟ୍ୟାଙ୍କ୍‌ଟି ହଠାତ୍‌ ଫାଟି ସେଥିରେ ନିଆଁ ଲାଗିଯାଇଥିଲା । ତେବେ ଅଗ୍ନିକାଣ୍ଡର ପେରକୃତ କାରଣ ଜଣାପଡିନାହିଁ ।

Get real time updates directly on you device, subscribe now.

Comments
Loading...