News World Odisha
Current News Updates

ଭଉଣୀ ମୁଣ୍ଡରୁ ସିନ୍ଦୁର ଫୋଛିଲା ଭାଇ

0 172

Get real time updates directly on you device, subscribe now.

ବଲାଙ୍ଗୀର ଘଟିଛି ଆଉ ଏକ ଅଭାବନୀୟ ଘଟଣା। ଭଉଣୀର ସୁନା ସଂସାରକୁ ଚୁନା କରିଛି ଭାଇ। ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା କର୍ଲାବାଲି ଗାଁରେ ବୁଧବାର ଏହି ଦୁଃଖଦ ଘଟଣା ଘଟିଛି। ଭଉଣୀ ମୁଣ୍ଡରୁ ଭାଇ ସିନ୍ଦୁର ପୋଛି ଦେଇଛି। ପାରିବାରିକ କଳହକୁ ନେଇ ଶଳା ଓ ଭିଣେଇ ମଧ୍ୟରେ ବଚସା ହୋଇଥିଲା.ଏହି କଳହକୁ କେନ୍ଦ୍ର କରି ଭିଣେଇଙ୍କୁ ପିଟି ଶଳା ହତ୍ୟା କରିଛି । ମୃତକ ଜଣକ ହେଲେ ଦୁର୍ଲଭ ଛୁରା (୨୮)। ଅଭିଯୁକ୍ତ ଦିନ (୩୦)ଙ୍କୁ ପୋଲିସ ଅଟକ ରଖିଛି। ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି।

Get real time updates directly on you device, subscribe now.

Comments
Loading...