News World Odisha
Current News Updates

ଡାକ ଘରେ ହକି

0 133

Get real time updates directly on you device, subscribe now.

ହକି ବିଶ୍ୱକପ ପାଇଁ ଡ଼ାକ ଟିକେଟ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଚିବାଳୟରେ ମୁଖ୍ୟମନ୍ତ୍ରୀ ମୋଟ ୫ଟି ଭିନ୍ନଭିନ୍ନ ଡ଼ାକ ଟିକେଟକୁ ଉନ୍ମୋଚନ କରିଛନ୍ତି । ମଙ୍ଗଳବାର କଳିଙ୍ଗ ଷ୍ଟାଡ଼ିୟମରେ ହକି ବିଶ୍ୱକପ ଉଦଘାଟିତ ହୋଇଛି । ହକି ବିଶ୍ୱକପର ଅଧିକ ପ୍ରସାର ଓ ପ୍ରଚାର ଲାଗି ସ୍ୱତନ୍ତ୍ର ଡ଼ାକ ଟିକେଟ କରାଯାଇଛି । ଏହି ଉନ୍ମୋଚନ ଉତ୍ସବରେ ମୁଖ୍ୟ ଶାସନ ସଚିବ,ଉନ୍ନୟନ କମିଶନ ଗୃହ ସଚିବ,କ୍ରୀଡ଼ାବିଭାଗ ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments
Loading...