News World Odisha
Current News Updates

ବନକଲାଗି ନୀତି ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ

0 122

Get real time updates directly on you device, subscribe now.

ଆଜି ଅପରାହ୍ନରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ସମୟରେ ରତ୍ନ ସିଂହାସନରେ ବିରାଜିତ ୩ ଠାକୁରଙ୍କ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ। ଦ୍ୱିତୀୟ ଭୋଗ ମଣ୍ଡପ ନୀତି ବଢ଼ିବା ପରେ ଶ୍ରୀଜୀଉଙ୍କ  ବନକଲାଗି ନୀତି ହେବ। ଦତ୍ତ ମହାପାତ୍ର ଓ ସିଂହାରୀ ସେବକଙ୍କ ଦ୍ୱାରା ବନକଲାଗି  ନୀତି ଅନୁଷ୍ଠିତ ହୋଇ ଶ୍ରୀଜିଉଙ୍କ ଶ୍ରୀମୁଖ ସିଂହାର କରାଯିବ। ଏହି ସମୟରେ ପ୍ରାୟ ଅପରାହ୍ନ ୪ଟା ୩୦ରୁ ରାତି ୮ଟା ୩୦ ଯାଏଁ ପ୍ରାୟ ୪ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। 

Get real time updates directly on you device, subscribe now.

Comments
Loading...