News World Odisha
Current News Updates

ବିଜୟଙ୍କ ମୁହଁରେ ବୈଜୟନ୍ତ ଷଡଯନ୍ତ୍ର

0 13,719

Get real time updates directly on you device, subscribe now.

ବୈଜୟନ୍ତଙ୍କ ବିରୋଧରେ ବିଜୟଙ୍କ ବଡ଼ ଖୁଲାସା । ଦଳ ଭିତରେ ଥାଇ ବିଜେପି ନେତାଙ୍କ ସହ  କଥାବାର୍ତ୍ତା କରୁଥିଲେ ବୈଜୟନ୍ତ । ଏମିତିକି ବିଜେଡି ଦଳରେ ଥିବା ବେଳେ ବିଜୟ ମହାପାତ୍ରଙ୍କ ସହ ସୁସମ୍ପର୍କରେ ଥିଲେ । କେବଳ ବିଜୟ ମହାପାତ୍ର ନୁହେଁ ଅନ୍ୟ ବିଜେପି ନେତାଙ୍କ ସହ ସମ୍ପର୍କରେ ଥିଲେ ବୈଜୟନ୍ତ ପଣ୍ଡା ।  ଯାହାର ଖୁଲାସା କରିଛନ୍ତି ବିଜୟ ମହାପାତ୍ର । ନ୍ୟୁଜ୍‌ ଓ୍ଵାର୍ଲଡ ଓଡ଼ିଶାକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏ ଗୁମର ଖୋଲିଛନ୍ତି ବିଜୟ ।

Get real time updates directly on you device, subscribe now.

Comments
Loading...