News World Odisha
Current News Updates

ହୋଲି ହୋମ୍ ର ହଣ୍ଟର୍

ସେଲଟର ହୋମରେ ନାବାଳିକା ଅନ୍ତେବାସୀଙ୍କୁ ଦୁର୍ବବ୍ୟହାର ଅଭିଯୋଗ ।

0 145

ସେଲଟର ହୋମରେ ନାବାଳିକା ଅନ୍ତେବାସୀଙ୍କୁ ଦୁର୍ବବ୍ୟହାର ଅଭିଯୋଗ । ଢେଙ୍କାନାଳ ବେଲଟିଗିରି ଠାରେ ଥିବା ଗୁଡ୍‌ ନ୍ୟୁଜ୍‌ ଇଣ୍ଡିଅା ନାମକ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ଅନ୍ତେବାସୀଙ୍କୁ ଦିଅାଯାଉଛି ନିର୍ଯ୍ୟାତନା । ଏଭଳି ସଙ୍ଗୀନ ଅଭିଯୋଗ ଅାସିଛି ସଂସ୍ଥାର ଅଧ୍ୟକ୍ଷଙ୍କ ବିରୁଦ୍ଧରେ ।
ପିଲାଙ୍କୁ ଅଧ୍ୟକ୍ଷ ଦେଉଛନ୍ତି ଶାରୀରିକ ଓ ମାନସୀକ ନିର୍ଯାତନା ।

ପୁଅ ଅନ୍ତେବାସୀଙ୍କୁ ପ୍ରବଳ ମାଡ ମଧ୍ୟ ମରୁଥିବା ଅଭିଯୋଗ ହୋଇଛି । ପ୍ରତିବାଦ କରିବାରୁ ୧୩ ଜଣ ପୁଅ, ଦୁଇଜଣ ଝିଅ ଅନ୍ତେବାସୀଙ୍କୁ ଅାଶ୍ରମରୁ ବିଦା ହେବାକୁ ପଡିଛି । ଏହି ଘଟଣାକୁ ନେଇ ଶିଶୁ ମଙ୍ଗଳ ସମିତି ଏବଂ ଜିଲ୍ଲା ସୁରକ୍ଷା ଅଧିକାରୀ ତଦନ୍ତ କରିବା ସହ ଦୋଷୀ ବିରୁଦ୍ଧରେ କାର୍ଯାନୁଷ୍ଠାନ ନିଅାଯିବ ବୋଲି କହିଛନ୍ତି ।

Get real time updates directly on you device, subscribe now.

Comments
Loading...