News World Odisha
Current News Updates

କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିବେ ରାଜ୍ୟ ସଂସ୍କୃତି ମନ୍ତ୍ରୀ : କୋଣାର୍କ ପ୍ରସଙ୍ଗରେ ହେବ ଆଲୋଚନା

0 46

ଆଜି କୋଣାର୍କ ପ୍ରସଙ୍ଗରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିବେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା  । କୋଣାର୍କରେ ଥିବା କାରୁକାର୍ଯ୍ୟ ପଥର ଗାଏବ ହୋଇଯାଉଛି । ଅସ୍ତିତ୍ୱ ହରାଉଛି କୋଣାର୍କ । ଗତ କିଛି ଦିନ ଧରି ଏଭଳି ଖବର ବେଶ ଚଚ୍ର୍ଚାରେ ରହୁଛି । କୋଣାର୍କ ସୁରକ୍ଷା ସମିତି ଏନେଇ ବାରମ୍ବାର ଅଭିଯୋଗ କରୁଥିବାବେଳେ ଏଏସଆଇ ଏହାକୁ ମାନିବାକୁ ନାରାଜ ।  ଏଥିପାଇଁ କୋଣାର୍କର ସୁରକ୍ଷା ତଥା ଉନ୍ନୟନ ପାଇଁ ଅଶୋକ ଚନ୍ଦ୍ର ପଣ୍ଡା  ଆଜି କେନ୍ଦ୍ର ସରକାର ସହ ଆଲୋଚନା କରିବେ । ଏଏସଆଇ ଓ ଇଣ୍ଟାକର ବରିଷ୍ଠ ଅଧିକାରୀବି ଏହି ବୈଠକରେ ରହିବେ ।

Get real time updates directly on you device, subscribe now.

Comments
Loading...