News World Odisha
Current News Updates

ବ୍ଲକରେ ପଶିଲେ ୧୦୦ହାତୀ

0 31

ପୁଣି ଝାଡ଼ଖଣ୍ଡୀ ହାତୀଙ୍କ ଉତ୍ପାତ । ରାସଗୋବିନ୍ଦପୁର ବ୍ଲକରେ ପଶିଲେ ୧୦୦ରୁ ଅଧିକ ହାତୀ । ହାତୀଙ୍କ ଯୋଗୁଁ ଏବେ ଅାତଙ୍କିତ ବଡ଼ାମ୍ବପୁର, କୁଚବଣିଅା, କରତପଟା, ଭାଇଗାସାହି ଗ୍ରାମବାସୀ । ଗାଁରେ ହାତୀପଲ ୫ରୁ ଅଧିକ ଘର ଭାଙ୍ଗିଥିବା ସୂଚନା । ଏହାସହ ବ୍ୟାପକ ଫସଲ କ୍ଷୟକ୍ଷତି ମଧ୍ୟ ହୋଇଛି । ହାତୀ ଘଉଡ଼ାଇବା ସହ କ୍ଷତିପୂରଣ ଦାବିରେ ମାଣିଦା-ବୈଶିଙ୍ଗା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଲୋକେ।

Get real time updates directly on you device, subscribe now.

Comments
Loading...