News World Odisha
Current News Updates

ଆଜି ମଇଦାନରେ ହେବେ ମୁହାଁମୁହିଁ

0 104

Get real time updates directly on you device, subscribe now.

ପୁରୁଷ ବିଶ୍ୱକପ ହକିରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍‌ । ପୁଲ୍‌-ଏରେ ମୁହାଁମୁହିଁ ହେବେ ସେ୍ପନ ଓ ଫ୍ରାନ୍ସ । ସେହିପରି ପୁଲ୍‌ -ଏ  ଦ୍ୱିତୀୟ ମ୍ୟାଚରେ ଦୁଇ ଶକ୍ତିଶାଳୀ ଦଳ ନ୍ୟୁଜଲ୍ୟାଣ୍ଡ-ଆର୍ଜେଣ୍ଟିନା ମଧ୍ୟରେ ହେବ କଡା ଟକ୍କର । ପୂର୍ବ ଲିଗ୍‌ ମ୍ୟାଚରେ ଆର୍ଜେଣ୍ଟିନା ସ୍ପେନକୁ ୪-୩ ମ୍ୟାଚରେ ପରାସ୍ତ କରିଥିଲା । ତେବେ ପୁଲ-ଏ ର ଏହା ଦ୍ୱିତୀୟ ଲିଗ୍‌ ମ୍ୟାଚ୍‌ ହୋଇଥିବା ବେଳେ, ଆଜିର ମ୍ୟାଚ ବହୁ ଗୁରୁତ୍ୱ ବହନ କରୁଛି ।

Get real time updates directly on you device, subscribe now.

Comments
Loading...