News World Odisha
Current News Updates

ଆଗରେ ଭାରତ

0 303

Get real time updates directly on you device, subscribe now.

ଭାରତ, ବେଲଜିୟମ୍‌, କାନାଡ଼ା, ଦକ୍ଷିଣ ଆଫ୍ରିକା ୨ଟି ଲେଖାଏଁ ମ୍ୟାଚ ଖେଳିଥିବାବେଳେ ଭାରତ ଓ ବେଲଜିୟମ୍‌ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିବାବେଳେ ଗୋଟିଏ ଲେଖାଏଁ ଡ୍ର ରଖିଛନ୍ତି । କାନାଡ଼ା, ଦକ୍ଷିଣ ଆଫ୍ରିକା ଗୋଟିଏ ଲେଖାଏଁ ମ୍ୟାଚ ହାରି ଥିବାବେଳେ ଗୋଟିଏ ଲେଖାଏଁ ଡ୍ର ରଖିଛନ୍ତି । ୪ ପଏଣ୍ଟ ପାଇଁ ପୁଲ୍‌ ସିର ପଏଣ୍ଟ ତାଲିକାର ଶୀର୍ଷରେ ରହିଛି ଭାରତ । ସେହିପରି ୪ ପଏଣ୍ଟ ପାଇ ବେଲଜିୟମ ଦ୍ୱିତୀୟ ସ୍ଥାନରେ, ୧ ପଏଣ୍ଟ ଲେଖାଏଁ ପାଇ ତୃତୀୟ ସ୍ଥାନରେ କାନାଡ଼ା ଓ ଚତୁର୍ଥ ସ୍ଥାନରେ ଦକ୍ଷିଣ ଆଫ୍ରିକା ରହିଛି ।

Get real time updates directly on you device, subscribe now.

Comments
Loading...