News World Odisha
Current News Updates

ପୁରୁଷ ବିଶ୍ୱକପର ୭ମ ଦିନରେ ମୁହାଁ ମୁହିଁ ହେବେ ଏହି ଦଳ

0 49

Get real time updates directly on you device, subscribe now.

ପୁରୁଷ ବିଶ୍ୱକପ ହକିରେ ଆଜି ଖେଳାଯିବ ୭ମ ଦିନର ଦୁଇଟି ମ୍ୟାଚ୍‌ । ପୁଲ୍‌-ବିରେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ । ସେହିପରି ଦ୍ୱିତୀୟ ମ୍ୟାଚରେ ଆୟରଲାଣ୍ଡ ଓ ଚୀନ୍‌ ମଧ୍ୟରେ ହେବ କଡା ଟକ୍କର । ଆଜି ଏହି ମ୍ୟାଚ ଉଭୟ ଚୀନ୍‌ ଏବଂ ଇଂଲଣ୍ଡ ପାଇଁ ଗରୁତ୍ୱ ବହନ କରୁଛି । ଗତ ଶୁକ୍ରବାର ପୁଲ ବି’ର ଦ୍ୱିତୀୟ ମ୍ୟାଚ୍‌ରେ ଇଂଲଣ୍ଡ ଓ ଚାଇନା ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ୨-୨ ଗୋଲରେ ଅମୀମାଂସିତ ରହିଥିଲା ।…

Get real time updates directly on you device, subscribe now.

Comments
Loading...