News World Odisha
Current News Updates

ଯେଉଁଠି ରାତିକ ପାଇଁ ବିକ୍ରି ହୁଅନ୍ତି ସୁନ୍ଦର ଯୁବକ

0 800

ବିଭିନ୍ନ ଦେଶର ପରମ୍ପରା ବିଭିନ୍ନ ପ୍ରକାରର । ସେହିପରି ଜାପାନରେ ବି ରହିଛି ଏପରି ଏକ ପରମ୍ପରା ଯାହାକୁ ଜାଣିଲେ ଆପଣ ନିଶ୍ଟିତ ଆଶ୍ଟର୍ଯ୍ୟ ହେବେ । ପୂର୍ବରୁ ଆପଣ ଯୁବତୀ ବିକ୍ରି ହେବା କଥା ଶୁଣି ଥିବେ ତେବେ ଜାପାନରେ ଏପରି ଏକ ପରମ୍ପରା ରହିଛି ଯେଉଁଠି ଗୋଟିଏ ରାତି ପାଇଁ ଯୁବକ ମାନେ ବିକ୍ରି ହୁଅନ୍ତି । ଏହାକୁ ସେଠାରେ ରୋଜଶିପ ବୋଲି କୁହାଯାଏ ।20-30ବର୍ଷ ବୟସର ସୁନ୍ଦର ଯୁବକମାନେ ଏଥିରେ ଅଂଶ ଗ୍ରହଣ କରନ୍ତି ।ମହିଳାମାନେ ସେମାନଙ୍କୁ ଗୋଟିଏ ରାତି ପାଇଁ 4005 ରୁ 8005 ଡଲାରରେ କିଣିଥାାନ୍ତି । ଏହି ଯୁବକମାନେ ଉକ୍ତ ମହିଳାଙ୍କର ଶଯ୍ୟାସଙ୍ଗୀନି ହେବା ସହିତ ତାଙ୍କର ରୋଷେଇବାସ ମଧ୍ୟ କରିଥାଆନ୍ତି ।ଏଥିପାଇଁ ଏହାକପ ପାଠ୍ୟକ୍ରମରେ ସ୍ଥାନ ଦିଆଯାଇଛି । ସଫଳତାର ସହିତ ଶିକ୍ଷା ସମାପ୍ତି ପରେ ଯୁବକମାନେ ରୋଜଶିପରେ ଯୋଗ ଦେଇଥାଆନ୍ତି ।

Get real time updates directly on you device, subscribe now.

Comments
Loading...