News World Odisha
Current News Updates

ଅଶ୍ଳୀଳ ଫୋଟ ପଠାଇ ଗିରଫ ହେଲେ ମିକା ସିଂହ

0 130

ବ୍ରାଜିଲିୟାନ ମଡେଲକୁ ଅଶ୍ଳୀଳ ଫୋଟ ପଠାଇ ଅଡୁଆରେ ପ୍ରତିଷ୍ଠିତ ଗାୟକ ମିକା ସିଂହ । ସୂଚନା ଅନୁଯାୟୀ, ମିକା ଦୁବାଇକୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତ ଗାଇବାକୁ ଯାଇଥିଲେ। ସେଠାରେ ତାଙ୍କର ଜଣେ ୧୭ ର୍ବଷୀୟ ବ୍ରାଜିଲିଆନ ମଡଲେଙ୍କ ସହିତ ପରିଚୟ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ସ୍ଥାପନ ହୋଇଥିଲା। ତେବେ ମିକା ଉକ୍ତ ମଡଲେଙ୍କ ନିକଟକୁ ଅଶ୍ଳୀଳ ଫଟୋ ପଠାଇଥିବା ନେଇ ମଡେଲ ଜଣକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମିକାଙ୍କୁ ଅଟକ ରଖିଛି। ଆଜି ସକାଳ 3ଟା ବେଳେ ମିକାଙ୍କୁ ଗିପଫ କରିବା ପରେ ଆବୁ ଧାବି ଜେଲକୁ ନିଆଯାଇଛି । ଏବେ ମିକା ସିଂହ ବୁର ଦୁବାଇ ଥାନାରେ ଅଟକ ଅଛନ୍ତି। ମଡଲେ୍‌ ଙ୍କ ଅଭିଯୋଗ ଭିତ୍ତିରେ ମିକା ସିଂହଙ୍କୁ ପୁଲିସ ଗିରଫ କରିଥିବା ଜଣାଯାଇଛି।

 

Get real time updates directly on you device, subscribe now.

Comments
Loading...