News World Odisha
Current News Updates

ପ୍ରଦୂଷଣ ମୁକ୍ତ ପାଇଁ ସଚେତନତାର ବାର୍ତ୍ତା

0 39

 

ପରିବେଶ ସୁରକ୍ଷା ତଥା ପ୍ରଦୂଷଣ ମୁକ୍ତ ପାଇଁ ନିଆରା ସଚେତନତାର ବାର୍ତ୍ତା । ଟୁର ଡେ କଳିଙ୍ଗର ଚତୁର୍ଥ ସଂସ୍କରଣରେ ଓଡ଼ିଶା ଭ୍ରମଣରେ ବାହାରିଛନ୍ତି ସାଇକେଲିଷ୍ଟ । ଏବଂ ଏହି ସଚେତନତା ରାଲିକୁ ପତାକା ଦେଖାଇ ଉଦଘାଟନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ତେବେ ଏହି ସାଇକେଲିଷ୍ଟ ଭୁବନେଶ୍ୱରରୁ କୋରାପୁଟ ଦେଇ ୧୩ ଦିନରେ ପୁଣି ଭୁବନେଶ୍ୱରରେ ପହଞ୍ଚିବେ ଏମାନେ । ଏହି ରାଲିରେ ସାମିଲ ହୋଇଛନ୍ତି ୩୦ଜଣ ସାଇକେଲିଷ୍ଟ । ଏମାନେ ପ୍ରାୟ ୧୩ଶହ କିଲୋମିଟର ଯାତ୍ରା କରିବେ। ତେବେ ରାଜ୍ୟ ସମେତ ରାଜ୍ୟ ବାହାରର ସାଇକେଲିଷ୍ଟ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।

Get real time updates directly on you device, subscribe now.

Comments
Loading...