News World Odisha
Current News Updates

ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0 458

Get real time updates directly on you device, subscribe now.

 

ଭାରତ କବଜାରେ ଆଡ଼ିଲେଡ୍‌। ପରାଜୟର ସ୍ୱାଦ ଚାଖିଲା ଅଷ୍ଟ୍ରେଲିଆ। ପ୍ରଥମ ଟେଷ୍ଟରେ ଭାରତର ରୋମାଞ୍ଚକର ବିଜୟ ହୋଇଛି। ଆଡ଼ିଲେଡ୍‌ ଟେଷ୍ଟରେ ୩୧ ରନ୍‌ରେ ଜିତିଲା କୋହଲି ବାହିନୀ । ସେପଟେ ଦ୍ୱିତୀୟ ପାଳିରେ ଅଷ୍ଟ୍ରେଲିଆ ୨୯୧ରେ ଅଲ୍‌ ଆଉଟ୍‌ ହୋଇଛି। ଭାରତର ସ୍କୋର ରହିଛି ୨୫୦ ଓ ୩୦୭ ରନ୍‌ । ସେହିପରି ଅଷ୍ଟ୍ରେଲିଆ ସ୍କୋର ରହିଛି ୨୩୫ ଓ ୨୯୧ ରନ୍‌ । ବୁମ୍‌ରା, ଅଶ୍ୱିନୀ ଓ ସାମିଙ୍କୁ ୩ଟି ଲେଖାଏଁ ଓ୍ଵିକେଟ ମିଲିଛି। ତେବେ ୪ ଟିକିଆ ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ରହିଛି। ୧୧ ବର୍ଷ ପରେ ଅଷ୍ଟ୍ରେଲିଆରେ ଟେଷ୍ଟ ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ । ଟିମ୍‌ ଇଣ୍ଡିଆ ଓ୍ଵିକେଟ୍‌ କିପର ଋଷଭ ପନ୍ଥଙ୍କ ୧୧ଟି କ୍ୟାଚ୍‌ ଧରିଛନ୍ତି।

ଭାରତୀୟ ଟିମ୍‌କୁ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.

Comments
Loading...