News World Odisha
Current News Updates

ଟିକ୍ ଟକ୍ ରୁ ଓଡିଆ ଅଭିନେତ୍ରୀ

0 317

Get real time updates directly on you device, subscribe now.

ଟିକ୍ ଟକ୍ ଗାର୍ଲ ବନିଲେ ଅଭିନେତ୍ରୀ ବର୍ତ୍ତମାନ ଟ୍ରେଣ୍ଡରେ ଥିବା ମୋବାଇଲ ଆପ୍ ଟିକ୍ ଟକ୍ ରେ ବିଭିନ୍ନ ପ୍ରକାର ଗୀତରେ ଉଭୟ ପୁଅ ଓ ଝିଅ ମିମିକ୍ରି କରୁଛନ୍ତି ଏବଂ ସେ ଭିଡିଓ କୁ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରୁଛନ୍ତି ତେବେ ଓଡିଆ ଝିଅ ଅନନ୍ୟା ଟିକ୍ ଟକ୍ ଭିଡିଓ କରି ଓଡିଆ ଅଭିନେତ୍ରୀ ସାଜିଛନ୍ତି ରିଲିଜ ଅପେକ୍ଷାରେ ଥିବା ଓଡିଆ ଫିଲ୍ମ ଚିରକୁଟ୍ ର ଅଭିନେତ୍ରୀ ଟିକ୍ ଟକ୍ ରୁ ବଛା ହୋଇ ଆସିଛନ୍ତି ହାସ୍ୟ ଅଭିନେତା ପପୁ ଅନନ୍ୟାର ଟିକ୍ ଟକ୍ ଭିଡିଓ ଦେଖି ତାଙ୍କୁ ଅଭିନୟ ଜଗତକୁ ଆଣିଛନ୍ତି ତେବେ ଅଭିନେତ୍ରୀ ଅନନ୍ୟା ଏ କଥା କୁ ବିଶ୍ବାସ କରି ପାରୁନଥିବା ବେଳେ ପପୁକୁ ଧନ୍ୟବାଦ ଦେଇଛନ୍ତି

Get real time updates directly on you device, subscribe now.

Comments
Loading...