News World Odisha
Current News Updates

ଯେଉଁଠି ପୁରୁଷଙ୍କର ହୁଏ ପୌରୁଷତ୍ୱ ପରୀକ୍ଷା

0 700

ପୃଥିବୀର ବିଭିନ୍ନ ଅଞ୍ଚଳରେ ରହିଛି ଭିନ୍ନ ଭିନ୍ନ ପରମ୍ପରା । ଆଫ୍ରିକାର କଙ୍ଗୋ ଅଞ୍ଚଳରେ ବାସକରୁଥିବା ହିମ୍ୱା ଜନଜାତିଙ୍କର ରହିଛି ଏକ ନିଆରା ପରମ୍ପରା । ଯାହା ଆପଣ ଜାଣିଲେ ସୁନିଶ୍ଚିତ ଆଶ୍ଚର୍ଯ୍ୟ ହେବେ । ଆଫ୍ରିକାର କଙ୍ଗୋ ରେ ପୁରୁଷଙ୍କର ହୁଏ ପୌରୁଷତ୍ୱ ପରୀକ୍ଷା । ବିବାହ ପୂର୍ବରୁ ଏହି ପରୀକ୍ଷା ପୁରୁଷଙ୍କୁ ଦେବାକୁ ପଡିଥାଏ । ବିବାହ କରିବାକୁ ଥିବା ମହିଳା ସହିତ ଯୁବକ ଜଣକୁ ଶାରୀରିକ ସମ୍ପର୍କ ରଖିବାକୁ ପଡେ । ଯୁବକଙ୍କ ଶାରୀରିକ କ୍ଷମତା ଯଦି ଯୁବତୀକୁ ଆକୃଷ୍ଟ କରି ନପାରେ ତେବେ ବିବାହ ଭାଙ୍ଗିଯାଏ । ଆଉ ଯଦି ଯୁବତୀ ଜଣକ ସନ୍ତୁଷ୍ଟ ହୁଅନ୍ତି ତେବେ ବିବାହ କାର୍ଯ୍ୟ ଆଗକୁ ବଢେ । ତେବେ ଏଭଳି ପରମ୍ପରା ବିରୁଧରେ ସ୍ୱର ଉତ୍ତଳୋନ ହେଉଛି ।

Get real time updates directly on you device, subscribe now.

Comments
Loading...