News World Odisha
Current News Updates

ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସୁଥିଲା ‘ଦୂରନ୍ତ’ ଏକ୍ସପ୍ରେସ୍‌

0 2,471

ଡବା ଛାଡ଼ି ଇଞ୍ଜିନ୍‌ ଛୁ । ‘ଦୂରନ୍ତ’ ଏକ୍ସପ୍ରେସ୍‌ର ଡ଼ବା ଛାଡ଼ି ଇଞ୍ଜିନ୍‌ ଚାଲିଗଲା । ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସୁଥିଲା ଦୂରନ୍ତ ଏକ୍ସପ୍ରେସ୍ । ୧୨୨୮୨ ନଂ ଟ୍ରେନର ଡବା ଛାଡ଼ି ଚାଲିଗଲା । ପ୍ରାୟ ୪ କିଲୋମିଟର ଯିବା ପରେ ଜଣାପଡ଼ିଥିବାବେଳେ ପରେ ଟ୍ରେନଟି ଅଟକି ଥିଲା । ପଶ୍ଚିମବଙ୍ଗର ଗୋଦା ପିଆସାଲ ଷ୍ଟେସନରେ ଘଟିଛି ଏହି ଘଟଣା । ଏ ନେଇ ଯାତ୍ରୀ ହନ୍ତସନ୍ତ ହେଇଥିବାବେଳେ ପୁନଃ ସଂଯୋଗ ପରେ ଟ୍ରେନଟି ଛାଡିଥିଲା।

Get real time updates directly on you device, subscribe now.

Comments
Loading...