News World Odisha
Current News Updates

ବାଘ ମାତିଛି

0 75

Get real time updates directly on you device, subscribe now.

ବାଘ ମାତିଛି । ରାସ୍ତା ଉପରେ ବୁଲୁଛି ଜଙ୍ଗଲର ରାଜା। ଏଭଳି ଦୃଶ୍ୟ ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଗୋଳାବାରୁଦ ଅଞ୍ଚଳର । ଗୋଳାବାରୁଦ କାରଖାନା ଅଞ୍ଚଳରେ କଲରାପତରିଆ ବାଘ ବର୍ଣ୍ଣି ସଂରକ୍ଷିତ ଜଙ୍ଗଲରୁ ବାହାରି ମଣିଷ ଚଲାପଥ ଅତିକ୍ରମ କରୁଥିବାର ଦୃଶ୍ୟ ଏବେ ନ୍ୟୁଜ ଓ୍ଵାର୍ଲଡ଼ ଓଡ଼ିଶା ହାତରେ ଲାଗିଛି । ଏହି ଦୃଶ୍ୟ ଦେଖି ସ୍ଥାନୀୟ ଅଂଚଳରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଦୁଇଟି ବାଘଙ୍କ ରାସ୍ତା ପାର ହେଉଥିବା ଭିଜୁଆଲ୍ସ ନିଜ ମୋବାଇଲ କ୍ୟାମେରାରେ କଏଦ କରିଥିଲେ ସ୍ଥାନୀୟ ଲୋକେ । ଧିରେ ଧିରେ ଏହି ଭିଜୁଆଲ୍ସ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ବନ ବିଭାଗ ଏନେଇ ସଚେତନ ରହିଛି।

Get real time updates directly on you device, subscribe now.

Comments
Loading...