News World Odisha
Current News Updates

ଜ୍ୱାଇଁର ଟାଙ୍ଗିଆ ଚୋଟରେ  ଶ୍ୱଶୁର ମୃତ

0 248

ଜ୍ୱାଇଁର ଟାଙ୍ଗିଆ ଚୋଟରେ  ଶ୍ୱଶୁର ମୃତ । ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ବୌଦ୍ଧ ଜିଲ୍ଲା  ସରସରା ଗାଁରେ । ମୃତକ ଜଣକ ହେଲେ ଘୁଣ୍ଡୁ  ବାରିକ । ବିଲରୁ ଧାନ ମନ୍ଦା ଉଠାଇବାକୁ କେନ୍ଦ୍ର କରି ଶ୍ୱଶୁର ଓ ଜ୍ୱାଇଁ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଜ୍ୱାଇଁ ପାଖରେ ଥିବା ଟାଙ୍ଗିଆରେ ଶ୍ୱଶୁରଙ୍କୁ ଆକ୍ରମଣ କରିଥିଲା । ଶ୍ୱଶୁରଙ୍କ ମୃତୁ୍ୟ ହୋଇଥିବାବେଳେ ଅଭିଯୁକ୍ତ ପଙ୍କଜ ସେଠୀକୁ  କାବୁ କରି ପୋଲିସ ଜିମାରେ ଦେଇଛନ୍ତି ଗାଁ ଲୋକେ । ଘଟଣାସ୍ଥଳରେ ବୌଦ୍ଧ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ।

Get real time updates directly on you device, subscribe now.

Comments
Loading...