News World Odisha
Current News Updates

ଯେଉଁଠି ମଦ,ସେଇଠି ନିଆଁ

0 174

Get real time updates directly on you device, subscribe now.

ପୁଣି ମଦ ପାଇଁ ମହାଭାରତ । ଗଂଜାମ ଜିଲ୍ଲା ଶେରଗଡ଼ରେ ପିତ୍ତଳ ଗାଁରେ ଜୋର ଧରିଲା ମଦ ବିରୋଧୀ ଆନ୍ଦୋଳନ । ଗାଁରେ ଥିବା ଦେଶୀ ମଦ ଭାଟି ଭଙ୍ଗାରୁଜା କରିଛନ୍ତି ମହିଳା ମାନେ । ସକାଳୁ ସକାଳୁ ଶତାଧିକ ମହିଳା ଏକାଠି ହୋଇ ମଦଭାଟି ବନ୍ଦ ପାଇଁ ଦାବି କରିବା ସହ ଭଙ୍ଗାରୁଜା କରିଥିଲେ । ଗାଁରେ ମଦ କାରବାରକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ, ମଦଭାଟି କର୍ମଚାରୀ ଛତ୍ରଭଙ୍ଗ ଦେଇଛନ୍ତି ।

Get real time updates directly on you device, subscribe now.

Comments
Loading...