News World Odisha
Current News Updates

କଂଗ୍ରେସ ବିଶ୍ୱର ଦ୍ୱିତୀୟ ଦୁର୍ନୀତିଗ୍ରସ୍ତ ଦଳ

0 15,991

Get real time updates directly on you device, subscribe now.

ରାଜା ବିହୀନ ରାଜ୍ୟ ଓ ରାଜନୈତିକ ଦଳ ବିହୀନ ରାଷ୍ଟ୍ର ମୂଲ୍ୟହୀନ । ଗୋଟିଏ ଦେଶରେ ରାଜନୈତିକ ଦଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦେଶର ଉତଥାନ ପତନଠୁ ଆରମ୍ଭ କରି ଅର୍ଥନୈତିକ ଅଭିବୃଦ୍ଧି ପର୍ଯ୍ୟନ୍ତ ସବୁର ଗରୁଦାୟିତ୍ୱ ବହନ କରିଥାଏ ଦେଶର ଶାସକ ଦଳ । ଆଉ ଏହି ଶାସକ ଦଳକୁ ଅତି ବିଶ୍ୱାସ ଓ ଭରସାର ସହିତ କ୍ଷମତାକୁ ଆଣିଥାଆନ୍ତି ସାଧାରଣ ଜନତା । ଜନତାଙ୍କ ପାଇଁ, ଦେଶ ପାଇଁ କିଛି ଉନ୍ନତ କାର୍ଯ୍ୟ କରିବା ପାଇଁ ଆଗେଇ ଆସିଥାଆନ୍ତି ବିଭିନ୍ନ ପ୍ରକାର ଦଳ । କ୍ଷମତାକୁ ଆସିବା ପୂର୍ବରୁ ଦେଶ ପାଇଁ ନିଜ ସ୍ୱାର୍ଥକୁ ବିର୍ସଜନ ଦେବା କଥା କହିଥିବା ବେଳେ କ୍ଷମତା ଆସିଗଲେ ଜନତା,ଦେଶ ଏସବୁ ଚୁଲି ଗାତକୁ ଚାଲିଯାଏ । ଦୁର୍ନୀତିର ଚରମ ସୀମାକୁ ପହଞ୍ଚି ନିଜ ପକେଟ୍ ଗରମ କରିବା ସହିତ ଦେଶକୁ ଖୋଳ କରିପକାଉଛନ୍ତି କ୍ଷମତାଧୀନ ଦଳ । ନିକଟରେ ପ୍ରକାଶ ପାଇଥିବା ବିଶ୍ୱର 10 ଦୁର୍ନୀତିଗ୍ରସ୍ତ ଦଳର ତାଲିକା ମଧ୍ୟରୁ ଦ୍ୱିତୀୟ ସ୍ଥାନରେ ଭାରତର ରାଜନୈତିକ ଦଳ କଂଗ୍ରେସର ନାମ ରହିଛି ।

ଜାଣନ୍ତୁ 2018 ମସିହା ପର୍ଯ୍ୟନ୍ତ ବିଶ୍ୱର 10 ଦୁର୍ନୀତିଗ୍ରସ୍ତ ଦଳର ନାମ-

1. ପାକିସ୍ତାନର ପାକିସ୍ତାନ ମୁସଲିମ୍ ଲିଗ୍ ନଓ୍ୱାଜ PML(N)


2. ଭାରତର ଭାରତୀୟ ଜାତୀୟ କଂଗ୍ରେସ INC


3. ଉଗାଣ୍ଡାର ଜାତୀୟ ରେଜିଷ୍ଟାନ୍ସ ମୁଭମେଣ୍ଟ


4. କ୍ୱିବାର ପ୍ରୋଗ୍ରେସିଭ ଏକ୍ସନ ପାର୍ଟି


5. ଭିଏତନାମାର ଭିଏତନାମା କମ୍ୟୁନିଷ୍ଟ ପାର୍ଟି


6. ଚାଇନାର କୁମିନତାଙ୍ଗ
7. ଇଟାଲୀର ନ୍ୟାସନାଲିଷ୍ଚ ଫସିଷ୍ଟ ପାର୍ଟି


8. ଜର୍ମାନୀର ନାଜୀ ପାର୍ଟି


9. ଚାଇନାର କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା


10. ଋଷିଆର କମ୍ୟୁନିଷ୍ଟ ପାର୍ଟି ଅଫ ସୋଭିଏତ୍ ୟୁନିୟନ

Get real time updates directly on you device, subscribe now.

Comments
Loading...