News World Odisha
Current News Updates

ଗୁଗୁଲ୍ କଲା ପାଗଳ

0 107

ପ୍ରଥମେ ଡୋନାଲ୍ଡ ଆଉ ଏବେ ଇମ୍ରାନ । ନିକଟରେ ଗୁଗୁଲରେ ‘ଇଡିଅଟ୍’ ଟାଇପ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫୋଟ ଆସୁଥିଲା । ଯାହାକୁ ନେଇ ଡୋନାଲ୍ଡ ବର୍ଷିଥିଲେ ଏବଂ ସୁନ୍ଦର ପିଚାଇ ଏହାର ଜବାବ ରଖିଥିଲେ । ତେବେ ପୁଣି ଥରେ ଦ୍ୱନ୍ଦରେ ପକାଇଛି ଗୁଗୁଲ୍ । ଗୁଗୁଲ୍ ରେ ‘ଭିକାରୀ’ ଟାଇପ କଲେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାର ଖାନଙ୍କ ଫୋଟ ଆସୁଛି ।ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି । ତେବେ ଉର୍ଦ୍ଧୁରେ ମଧ୍ୟ ‘ଭିକାରୀ’ ଲେଖିଲେ ଇମ୍ରାନଙ୍କ ଫୋଟ ଆସୁଛି ।
ଏଥିପାଇଁ ସୁନ୍ଦର ପିଚାଇଙ୍କୁ ଜବାବ ରଖିବାକୁ ସବୁ କହୁଥିବା ବେଳେ ପୂର୍ବରୁ ଡୋନାଲ୍ଡ ଫୋଟ ପାଇଁ ପିଚାଇ ଯୁକ୍ତିଯୁକ୍ତ ଜବାବ ରଖିଥିଲେ ।

Get real time updates directly on you device, subscribe now.

Comments
Loading...