News World Odisha
Current News Updates

ବନ୍ଦ ରହିବନି ଶିକ୍ଷାନୁଷ୍ଠାନ ଏବଂ ପରିବହନ ବ୍ୟବସ୍ଥା…

0 80

Get real time updates directly on you device, subscribe now.

ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ । ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଜିଲ୍ଲା ମିଳିତ ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ପାଳନକୁ ବିଭିନ୍ନ ରାଜନୈତିକ ଦଳ ସମେତ ବହୁ ସଂଗଠନ ସମର୍ଥନ ଜଣାଇଛନ୍ତି ।

ତେବେ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ କୋର୍ଟ କାର୍ଯ୍ୟାଳୟ ବନ୍ଦ ରହିବା ବେଳେ ଶିକ୍ଷାନୁଷ୍ଠାନ ଓ ପରିବହନ ବ୍ୟବସ୍ଥାକୁ ବନ୍ଦରୁ ବାଦ ଦିଆଯାଇଛି ।

Get real time updates directly on you device, subscribe now.

Comments
Loading...