News World Odisha
Current News Updates

କଟକ ସହରରେ ହାତୀ…

0 95

Get real time updates directly on you device, subscribe now.

କଟକ ସହର ଭିତରେ ହାତୀ । ସିଡିଏ ସେକ୍ଟର ୮ ଓ ୯ରେ ହାତୀ ବୁଲୁଥିବା ସୂଚନା ମିଳିଛି । ଆଜି ସକାଳୁ ସକାଳୁ ସହର ଭିତରକୁ ହାତୀ ପଶି ଆସିଥିବା ନେଇ ଜଣାପଡିବା ପରେ ଲୋକେ ଆତଙ୍କିତ ହୋଇପଡିଥିଲେ।

ମହାନଦୀ ପାର ହୋଇ ହାତୀ ଏଠାକୁ ଆସିଥିବା ସନ୍ଦେହ କରାଯାଉଛି। ପୋଲିସ ଓ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡ଼ାଉଛନ୍ତି। ପୁରା ଅଞ୍ଚଳକୁ କର୍ଡନ କରାଯାଇଛି। ସେପଟେ ହାତୀର ଗତିବିଧି ଉପରେ ନଜର ରଖିଛି ବନବିଭାଗ।

Get real time updates directly on you device, subscribe now.

Comments
Loading...