News World Odisha
Current News Updates

ବିଦେଶରେ ସ୍ୱାମୀଙ୍କ ସହ ନୂଆବର୍ଷ ପାଳିବେ ଅନୁଷ୍କା

0 153

Get real time updates directly on you device, subscribe now.

ବଲିଉଡ୍‌ କୁଇନ୍‌ ଅନୁଷ୍କା ଶର୍ମା ଏଥର ବିଦେଶରେ ନୂଆବର୍ଷ ପାଳନ କରିବାର ଯୋଜନା କରିଛନ୍ତି। ସ୍ୱାମୀ ବିରାଟ କୋହଲି ଏବେ ଅଷ୍ଟ୍ରେଲିଆ ଗସ୍ତରେ ଥିବାରୁ ଅନୁଷ୍କା ମଧ୍ୟ ଅଷ୍ଟ୍ରେଲିଆ ଯାତ୍ରା କରିଛନ୍ତି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ୪ଟି ଟେଷ୍ଟ ମ୍ୟାଚ ଜାନୁୟାରୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଏହି ଯୋଡି ନୂଆବର୍ଷକୁ ଅଷ୍ଟ୍ରେଲିଆରେ ସେଲିବ୍ରେଟ୍ କରିବାକୁ ଯୋଜନା କରିଛନ୍ତି। ଫିଲ୍ମ ‘ଜିରୋ’ର ରିଲିଜ୍‌ ପରେ ଅନୁଷ୍କା ସମୟ ବାହାର କରି ସ୍ୱାମୀଙ୍କ ସହ ନୂଆବର୍ଷ ମନାଇବେ ବୋଲି ସ୍ଥିର କରିଛନ୍ତି।

Get real time updates directly on you device, subscribe now.

Comments
Loading...