News World Odisha
Current News Updates

ଅଡ଼ୁଆ କଲା ଅସଦାଚରଣ: କନଷ୍ଟେବଲ ସସପେଣ୍ଡ

0 444

Get real time updates directly on you device, subscribe now.

ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ ମାମଲା । ଅଭିଯୋଗ ପରେ ଅସଦାଚରଣକାରୀ ଉପରେ ସାଙ୍ଗେସାଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପୁରୀ ପୋଲିସ୍ । ଅସଦାଚରଣ ଅଭିଯୋଗରେ ନବମ ଆଇଆରବି କନଷ୍ଟେବଲ ଛୁକେଶ ମେହେର ନିଲମ୍ବିତ । ଅଭିଯୁକ୍ତ କନଷ୍ଟେବଲକୁ ନାବାଳିକା ଚିହ୍ନଟ କରିବା ପରେ ତାଙ୍କୁ ଗିରଫ କରାଯାଇଛି  । ଗିରଫ ପରେ ସସପେଣ୍ଡ କରାଯାଇଛି । ତାଙ୍କୁ କୋର୍ଟ ଚାଲାଣ କରାଯିବ । ଆଜି ଶ୍ରୀଜିଉଙ୍କ ଦର୍ଶନ ବେଳେ ନାବାଳିକାଙ୍କୁ ଅସଦାଚରଣ କରିଥିଲେ କନଷ୍ଟେବଲ । ବାପାମାଆଙ୍କ ସହ ଯାଜପୁରରୁ ଆସି ଶ୍ରୀଜିଉଙ୍କ ଦର୍ଶନ କରୁଥିବା ବେଳେ ଆଜି ବାହାରକାଠ ନିକଟରେ କନଷ୍ଟେବଲ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା  ।

Get real time updates directly on you device, subscribe now.

Comments
Loading...