News World Odisha
Current News Updates

ମନମୋହନଙ୍କ ପରେ ମୋଦିଙ୍କୁ ନେଇ ଫିଲ୍ମ

0 36

ଫିଲ୍ମରେ ବଲିଉଡ ଅଭିନେତା ବିବେକ ଓବରୟ ନଜର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକାରେ । ଫିଲ୍ମର ସୁଟିଂ ହେବ ଦିଲ୍ଲୀ, ଗୁଜୁରାଟ, ହିମାଞ୍ଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ । ଏହି ଭୂମିକାକୁ ନେଇ ମଧ୍ୟ ବେଶ ଉତ୍ସାହିତ ବିବେକ । ଫିଲ୍ମର ନାମ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ କିନ୍ତୁ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଉମଙ୍ଗ କୁମାର ।

ଏବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଭୂମିକା ଅନୁପମ ଖେର କରୁଥିବାବେଳେ ଫିଲ୍ମର ଟ୍ରେଲରକୁ ନେଇ ମଧ୍ୟ ସମସ୍ତେ ବେଶ ଉତ୍ସାହିତ । ଫିଲ୍ମଟି 2019 ଜାନୁୟାରୀ 11ତାରିଖରେ ରିଲିଜ ହେବାକୁ ଯାଉଥିବାବେଳେ ଦେଖାଯାଉ ନରେନ୍ଦ୍ର ମୋଦିଙ୍କ ବାୟୋପିକ ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି ।

Get real time updates directly on you device, subscribe now.

Comments
Loading...