News World Odisha
Current News Updates

କୁମ୍ଭମେଳାରେ ପ୍ରଥମ ଥର ବାହାରିଲା କିନ୍ନର ସାଧୁଙ୍କ ଶୋଭାଯାତ୍ରା

0 165

ଆଉ କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳା । ସବୁବର୍ଷ ଭଳି ଏବର୍ଷ ମଧ୍ୟ ତୀର୍ଥନଗରୀ ପ୍ରୟାଗରାଜରେ କୁମ୍ଭମେଳା ପାଇଁ ହଜାର ହଜାର ସଂଖ୍ୟାରେ ସାଧୁସନ୍ଥ ଏକାଠି ହୋଇଛନ୍ତି । ହେଲେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରୟାଗରାଜରେ କିନ୍ନର ସାଧୁସନ୍ଥଙ୍କୁ ଦେଖିବାକୁ ମିଳିଛି ।

 

ଏମାନେ ଘୋଡା ଓ ହାତୀ ଉପରେ ଚଢି ଶୋଭାଯାତ୍ରାରେ ଯାଉଥିବାରୁ ଏମାନଙ୍କୁ ଦେଖିବା ଲାଗି ହଜାର ହଜାର ସଂଖ୍ୟାରେ ଜନ ସମାଗମ ହୋଇଥିଲା ।

Get real time updates directly on you device, subscribe now.

Comments
Loading...