News World Odisha
Current News Updates

କ୍ରାଇମ୍‌ ବ୍ରାଞ୍ଚ୍‌ ରିମାଣ୍ଡରେ ଗୋଲ୍‌ଡେନ ବାବା

0 169

Get real time updates directly on you device, subscribe now.

ଭୁବନେଶ୍ୱରର ଗୋଲ୍‌ଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେଉରାଙ୍କୁ କ୍ରାଇମ୍‌ ବ୍ରାଞ୍ଚ୍‌ ରିମାଣ୍ଡରେ ନେବ । ଏଥିପାଇଁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିବ କ୍ରାଇମ୍‌ ବ୍ରାଞ୍ଚ୍‌ । ତିନି ଦିନ ପାଇଁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିବ ବୋଲି ସୂଚନା ମିଳିଛି । ଗୋଲଡେନ୍‌ ବାବାଙ୍କ ଅର୍ଥନୈତିକ ଠକେଇ ଓ ପଲିଟିକାଲ୍‌ ଲିଙ୍କ୍‌ ନେଇ ପଚରାଉଚରା କରାଯିବ ।

ମନିଟେଲ୍‌ , ଟ୍ରେଡିଂ ଓ ଇନ୍‌କମ୍‌ସୋର୍ଷ ଉପରେ ମଧ୍ୟ ପଚରାଉଚରା କରିବ କ୍ରାଇମ୍‌ ବ୍ରାଞ୍ଚ । ଭୁବନେଶ୍ୱରରେ ୧୨ କୋଟି ଚେକ ଜାଲିଆତି ମାମଲାରେ ଜ୍ୟୋତି ରଞ୍ଜନ ଗିରଫ ହୋଇଥିଲେ । ଚନ୍ଦ୍ରଶେଖରପୁର ଓ ଲକ୍ଷ୍ମୀସାଗର ଥାନା ଠକେଇ ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ।

Get real time updates directly on you device, subscribe now.

Comments
Loading...