News World Odisha
Current News Updates

ପୁରୀରେ ଫୁଟିଲା ବୋମା

0 93

ପୁରୀରେ ଫୁଟିଲା ବୋମା। ଚନ୍ଦନ ଭୋଇ ନାମକ ଜଣେ ବ୍ୟକ୍ତିଙ୍କୁ ଘରୁ ଡାକି ନେଇ ବୋମାମାଡ଼ ହୋଇଛି। ଏଥିରେ ଚନ୍ଦନ ଭୋଇ ଗୁରୁତର ହୋଇଛନ୍ତି। ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ଆହତଙ୍କ ଘର ସଦର ଥାନା ରେବତୀ ରମଣ ଅଞ୍ଚଳରେ ବୋଲି ଜଣାପଡିଛି । ୪ଜଣ ଦୁବୃର୍ତ୍ତ ବୋମାମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍‌ କରୁଛି।…

Get real time updates directly on you device, subscribe now.

Comments
Loading...