News World Odisha
Current News Updates

ସୋସିଆଲ ମିଡିଆରେ ହଇଚଇ କଲେ ଅର୍ଜୁନ ରାମପାଲଙ୍କ ଗର୍ଲଫ୍ରେଣ୍ଡ୍

0 81

ବଲିଉଡ୍‌ ଅଭିନେତା ଅର୍ଜୁନ ରାମପାଲ ପତ୍ନୀ ମେହେରଙ୍କଠାରୁ ଅଲଗା ହେବା ପରେ ଜଣେ ବିଦେଶିନୀଙ୍କୁ ଡେଟ୍ କରି ଅଛନ୍ତି ଚର୍ଚ୍ଚାରେ । ଅର୍ଜୁନ ଯଦିଓ ଏହି ବିଦେଶିନୀ ମଡେଲ ତଥା ଡିଜାଇନର ଗାବ୍ରିଏଲା ଡେମେଟ୍ରାଏଡ୍ସଙ୍କ ଥିବା ସଂପର୍କକୁ ନେଇ ବିଧିବଦ୍ଧ ଭାବେ ଘୋଷଣା କରିନାହାଁନ୍ତି କିନ୍ତୁ ଏହାକୁ ନେଇ ଚର୍ଚ୍ଚା ହେଉଛି। ନିକଟରେ ସୋସିଆଲ ମିଡିଆରେ କିଛି ହଟ୍‌ ଫଟୋ ଶେୟାର କରି ଅର୍ଜୁନଙ୍କର ଏହି ଅଘୋଷିତ ଗର୍ଲଫ୍ରେଣ୍ଡ ଇଣ୍ଟରନେଟର ତାପମାତ୍ରା ବଢାଇ ଦେଇଛନ୍ତି। ଗାବ୍ରିଏଲା କେତୋଟି ହାତଗଣତି ଦକ୍ଷିଣ ଭାରତୀୟ ଫିଲ୍ମରେ ନଜର ଆସିଥିବା ବେଳେ ଏବେ କିନ୍ତୁ ନିଜର ହଟ୍‌ ଫଟୋଶୁଟ୍‌କୁ ନେଇ ଅଛନ୍ତି ଚର୍ଚ୍ଚାରେ । ସାଉଥ୍‌ ଆଫ୍ରିକାର ଏହି ମଡେଲ ଏବେ ତାଙ୍କର ସେକ୍ସି ଫିଗରରେ ୟଙ୍ଗଷ୍ଟରଙ୍କ ମୁଣ୍ଡକୁ ବିଗାଡୁଛନ୍ତି କହିଲେ କିଛି ଭୁଲ୍‌ ହେବ ନାହିଁ।

 

Get real time updates directly on you device, subscribe now.

Comments
Loading...