News World Odisha
Current News Updates

ଭିତରକନିକାରେ ଭାସୁଛି ମୃତ ତିମି

0 303

Get real time updates directly on you device, subscribe now.

ମୁହାଣ ମୁହଁରେ ୩୫ ଫୁଟ ଲମ୍ବ ତିମିର ମୃତଦେହ ଉଦ୍ଧାର  । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅହିରାଜପୁର ନିକଟରୁ ଉଦ୍ଧାର । ତିମି ମୃତ୍ୟୁର କାରଣ ଅସ୍ପଷ୍ଟ । ସମୁଦ୍ର ଜୁଆରରେ ଭାସି ଆସି ଭିତରକନିକା ନିକଟ ମୁହାଣରେ ଲାଗିଥିବା ସନ୍ଦେହ  । ତେବେ ଏତେ ବଡ଼ ତିମିକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି । ଅନେକ ଲୋକ ତିମି ସହ ସେଲ୍ଫି ନେଉଥିବା ବେଳେ ପିଲାମାନେ ତିମି ମୃତଦେହ ଉପରେ ଛିଡ଼ା ହୋଇ ମଜା ନେଉଛନ୍ତି  ।

Get real time updates directly on you device, subscribe now.

Comments
Loading...