News World Odisha
Current News Updates

ଖୋର୍ଦ୍ଧାରେ ହାତୀ ଆତଙ୍କ

0 46

ଖୋର୍ଦ୍ଧାରେ ହାତୀ ଆତଙ୍କ। ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ନିରାକାରପୁର ଥାନା ବୃନ୍ଦାବନପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ଗୁରୁତର ମହିଳା ହେଲେ ନିରାକାରପୁର ଥାନା ନୂଆଗଡ଼ ପଞ୍ଚାୟତ ବୃନ୍ଦାବନପୁର ଗାଁର ବାସନ୍ତୀ ବଳବନ୍ତରାୟ । ସକାଳୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ  ବାସନ୍ତୀ।

Get real time updates directly on you device, subscribe now.

Comments
Loading...