News World Odisha
Current News Updates

କ୍ୟାମେରା ଆଖିରେ ଜୀଅନ୍ତା ବୋମା

0 274

ଭୁବନେଶ୍ୱରରେ ବୋମାମାଡ । ପାତ୍ରପଡାର ଅଜୟ ରାଉତଙ୍କ ଘର ଉପରକୁ ବିଳମ୍ବିତ ରାତିରେ ହୋଇଛି ସିରିଜ ବୋମାମାଡ। ବୋମା ମାଡ ପଛରେ କାରଣ ଅସ୍ପଷ୍ଟ ଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ ହୋଇଥିବା ଜଣା ପଡିଛି। ଅଜୟଙ୍କ ଘର ବାହାରେ ୩ ଜଣ ଦୁର୍ବୃତ୍ତ ବୋମାମାଡ କରି ଚମ୍ପଟ ହେଉଥିବା ସିସିଟିଭି ଫୁଟେଜରେ କଏଦ ହୋଇଛି। ଖଣ୍ଡଗିରି ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି।

Get real time updates directly on you device, subscribe now.

Comments
Loading...