News World Odisha
Current News Updates

ଓଡିଶା ଅଗ୍ନିଶମ ଟିମକୁ ଆକ୍ରମଣ

0 174

Get real time updates directly on you device, subscribe now.

ମେଘାଳୟରେ ଓଡିଶାର ଅଗ୍ନିଶମ ବିଭାଗ ବସ୍‌ ଉପରକୁ ଢେଲାମାଡ଼ । ଏଥିରେ ୩ ଜଣ ଅଗ୍ନିଶମ କର୍ମଚାରୀ ଆହତ ଥିବା ସୂଚନା ମିଳିଛି । ଏହି ଆକ୍ରମଣର କାରଣ ଜଣାପଡ଼ିନାହିଁ । 

ମେଘାଳୟରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ  ବସ ଉପରକୁ ପଥର ମାଡ ହୋଇଛି । ରାଜ୍ୟ ଚିଫ୍‌ ଫାୟାର ଅଫିସର ସୁକାନ୍ତ ସେଠୀ ଏହି ସୂଚନା ଦେଇଛନ୍ତି। ମେଘାଳୟର କୋଇଲା ଖଣିରେ ଫସିଥିବା  ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଓଡିଶାର ୨୧ ଜଣ ଅଗ୍ନିଶମ କର୍ମଚାରୀ ସେଠାକୁ ଯାଇଛନ୍ତି । ସେମାନଙ୍କ ବସ୍‌ ଉପରକୁ ଢେଲାମାଡ଼ ହୋଇଛି । …

Get real time updates directly on you device, subscribe now.

Comments
Loading...