News World Odisha
Current News Updates

ଅବକାରୀ ବିଭାଗ କର୍ମଚାରୀ ହଟହଟା

0 82

Get real time updates directly on you device, subscribe now.

ବାଲେଶ୍ୱର: ହଟହଟା ହେଲେ ଅବକାରୀ ବିଭାଗ କର୍ମଚାରୀ । ଚଢ଼ାଉ କରିବାକୁ ଯାଇଥିବେଳେ ଲୋକଙ୍କ ଆକ୍ରୋଶର ହେଲେ ଶିକାର । ସୂଚନା ଅନୁଯାୟୀ, ଜଳେଶ୍ୱର ବ୍ଲକ ଝାଡେଶ୍ୱରପୁର ବସ୍ତିରେ ବ୍ରାଉନସୁଗାର ଥିବା ଖବର ପାଇ ଚଢ଼ାଉ କରିବାକୁ ଅବକାରୀ ବିଭାଗ ମୋବାଇଲ ସ୍କ୍ଵାର୍ଡ଼ ଯାଇଥିଲେ । ହେଲେ ସ୍ଥାନୀୟ ଲୋକେ ଚଢ଼ାଉକୁ ବିରୋଧ କରିଥିଲେ ପରେ ଅବକାରୀ କର୍ମଚାରୀଙ୍କୁ ଠେଲାପେଲା କରିବା ସହ ମାଡ଼ ମାରିଥିବା କୁହାଯାଉଛି । ଫଳରେ ଚଢ଼ାଉ କରିନପାରି ଅବକାରୀ ବିଭାଗ ମୋବାଇଲ ସ୍କ୍ଵାର୍ଡ଼ ଫେରିଆସିଛନ୍ତି ।

Get real time updates directly on you device, subscribe now.

Comments
Loading...