News World Odisha
Current News Updates

ଆରମ୍ଭ ହେଲା ସପ୍ତମ ଚିଲିକା ମହୋତ୍ସବ

0 66

Get real time updates directly on you device, subscribe now.

ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଚିଲିକାର ସାତପଡ଼ାରେ ବର୍ଣ୍ଣାଢ୍ୟ ପରିବେଶରେ ଉଦ୍‌ଘାଟିତ ହୋଇଛି ସପ୍ତମ ଚିଲିକା ମହୋତ୍ସବ । ରାଜ୍ୟପାଳ ଶ୍ରୀ ଗଣେଶି ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମହୋତ୍ସବର ଶୁଭ ଉଦ୍‌ଘାଟନ କରିଥିଲେ ।

ଏହି ଅବସରରେ ପୁରୀ ଜିଲ୍ଲାପାଳ, ଏସ୍‌ପି, ଯୋଗ ଦେଇଥିଲେ । ଅଧ୍ୟକ୍ଷତା କରିଥିଲେ ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ସଂଜୟ କୁମାର ଦାସବର୍ମା । ଶେଷରେ ଅନୁଷ୍ଠିତ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ଓଡ଼ିଶୀ ଓ ପ୍ରିନ୍ସ ଡ୍ୟାନ୍‌ସ ଗ୍ରୁପର ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା ।

Get real time updates directly on you device, subscribe now.

Comments
Loading...