News World Odisha
Current News Updates

ଆଶ୍ଚର୍ଯ୍ୟ ! ଏମିତି କେମିତି ହୁଏ ?

0 239

ଦୁନିଆରେ ବହୁତ କିଛି ଏମିତି ଜିନିଷ ଅଛି ଯାହାକୁ ଜାଣିଲା ପରେ ଆପଣ ମାନେ ସହଜରେ ବିଶ୍ୱାସ କରିପାରିବେ ନାହିଁ । ଆସନ୍ତୁ ଜାଣିବେ ଏମିତି ଏକ ଚମତ୍କାର ହୁବର ଡ୍ୟାମ ବିଷୟରେ । ଯେଉଁଠଆରେ ସାର ଆଇଜାକ ନ୍ୟୁଟନଙ୍କ ନିୟମ ଫେଲ ମାରିଲା ଭଳିମନେ ହୁଏ । ଦୁନିଆରେ ଏମିତି ଏକ ଜାଗା ଅଛି ଯେଉଁଠାରେ କିଛି ଜିନିଷ ଉପରୁ ତଳକୁ ପକାଇଲେ ଏହା ପୁଣିଥରେ ଉପରକୁ ଆସିଯାଏ ତଳକୁ ଯାଏ ନାହିଁ । ତେବେ ଏହା ହେଉଛି ୧୯୩୬ରେ ନିର୍ମାଣ ହୋଇଥିବା ହୁଭର ଡ୍ୟାମ ବିଷୟରେ ।  କୁହାଯାଏ କି କିଛି ଜିନିଷ ପକାଇଲେ ଏହା ପୁଣିଥରେ ଉପରକୁ ଆସିଯାଏ, ଏହି କଥାକୁ ସବୁବେଳେ ଗୁଜବ ହିଁ କୁହା ଯାଇଥାଏ ।

କିନ୍ତୁ କିଛି ଦିନ ତଳେ ବୈଜ୍ଞାନିକମାନେ ଏକ ଗବେଷଣାରୁ ଜାଣିବାକୁ ପାଇଲେ କି ଏହା ସତ୍ୟ ଅଟେ । ହୁଭର ଡ୍ୟାମର ଉପରକୁ ଯାଇ ଯଦି ବୋତଲରୁ ପାଣି ତଳକୁ ପକାଯାଏ ପାଣି ତଳେ ନପଡି ଉପରକୁ ଉଡେ । ତେବେ ବୈଜ୍ଞାନିକମାନେ ଗବେଷଣା କରି ଏହା ପଛର କାରଣ ଜୋରରେ ଚାଲୁଥିବା ପବନ ଯୋଗୁଁ ହୁଏ ବୋଲି ମାନିଛନ୍ତି ।

ଏକ ଗବେଷଜ୍ଞଙ୍କ କହିବାନୁସାରେ ଡ୍ୟାମରେ ପାଣି ବହିବା ସମୟରେ ପବନ ଉପରଆଡୁ ବହିଥାଏ, ଏହା ସହାୟତାରେ  ପାଣି ଗୁରୁତ୍ୱ ବଳର ସିଦ୍ଧାନ୍ତରେ ଆସିଯାଏ । ଯାହା ଫଳରେ ପାଣି ତଳ ଆଡୁ ନବହି ଉପରକୁ ଯାଇଥାଏ । କୋଲୋରୋଡୋ ନଦୀରେ ତିଆରି ହୋଇଥିବା ଏହି ଡ୍ୟାମ ଧନୁ ଆକାରର ଅଟେ ।

Get real time updates directly on you device, subscribe now.

Comments
Loading...