News World Odisha
Current News Updates

ମୋଦିଙ୍କ ନିଆରା ପ୍ରଶଂସକ:ବିବାହ କାର୍ଡରେ ଭୋଟ ଦେବାକୁ ଅନୁରୋଧ

0 194

Get real time updates directly on you device, subscribe now.

ଲୋକସଭା ନିର୍ବାଚନ ଆଉ ଅଳ୍ପଦିନ ବାକି ଥିବାବେଳେ ବିଭିନ୍ନ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରାଜନେତାମାନେ ନିର୍ବାଚନକୁ ନେଇ ଯେତିକି ଚିନ୍ତିତ ତାଙ୍କ ପ୍ରଶଂସକମାନେ ମଧ୍ୟ ସେତିକି ତତ୍ପର। ନିକଟରେ ସୋସିଆଲ ମିଡିଆରେ ଏକ ବିବାହ କାର୍ଡ ଭାଇରାଲ ହୋଇଛି। ଗୁଜୁରାଟର ସୁରତରେ ରହୁଥିବା ଜଣେ ବ୍ୟକ୍ତି ନିଜ ପୁଅ ବାହାଘର କାର୍ଡରେ ୨୦୧୯ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କୁ ଭୋଟ ଦେବା ପାଇଁ ଅପିଲ କରାଯାଇଛି। କନ୍ୟା ଓ ବରକୁ ଆଶୀର୍ବାଦ ଦେବା ସହ ମୋଦିଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି ବରର ମାତାପିତା।  ପୂର୍ବରୁ ଜଣେ ମୋଦିଙ୍କ ପ୍ରଶଂସକ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାଗୁଡିକୁ ବାହାଘର କାର୍ଡରେ ସ୍ଥାନ ଦେଇ ଲୋକଲୋଚନକୁ ଆସିଥିଲେ।

 

Get real time updates directly on you device, subscribe now.

Comments
Loading...